ମନୋରଞ୍ଜନ

ଆସନ୍ତୁ ଜାଣିବା କାହିଁକି ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିଥିଲେ ଭାଗ୍ୟଶ୍ରୀ

ଖୁଲାସା କଲେ ଅଭିନେତ୍ରୀ…

ବଲିଉଡ୍‌ର ଅଭିନେତ୍ରୀ ଭାଗ୍ୟଶ୍ରୀ ପୁଣି ଥରେ ବଡ ପରଦାରୁ ଫେରିଛନ୍ତି । ପ୍ରାୟତଃ ଏକ ଦଶକର ପରେ ସେ ପରଦାରେ ନଜର ଆସିଛନ୍ତି। ହେଲେ ତାଙ୍କୁ ଫିଲ୍ମ ଥଲାଇଭାରେ ମଧ୍ୟ ଦେଖିବାକୁ ମିଳିଥିଲା । ୨୦୧୦ରେ ଭାଗ୍ୟଶ୍ରୀଙ୍କୁ ଶେଷ ଥର ପାଇଁ ରେଡ୍‌ ଅଲର୍ଟ, ଦବିଦଇନ ରେ ରେ ଦେଖିବାକୁ ମିଳିଥିଲା । ସ୍ବାସ୍ଥ୍ୟ ସମ୍ବଦ୍ଧୀୟ ସମସ୍ୟା କାରଣ ଭାଗ୍ୟଶ୍ରୀ ନ୍ୟୁଟ୍ରିଶନ ଓ ଫିଟ୍‌ନେସ ଉପରେ ପାଠ ପଢିଥିଲେ । ହେଲେ ଏକ ସାକ୍ଷାତକାରରେ ଭାଗ୍ୟଶ୍ରୀ କହିଛନ୍ତି କି ଫିଲ୍ମ ଇଣ୍ଡଷ୍ଟ୍ରିରୁ ନିଜକୁ ଦୁରେଇ କହିଁକୁ ରଖିଥିଲେ । ତେବେ ଭାଗ୍ୟଶ୍ରୀ କହିଛନ୍ତି କି ୨୦୧୪-୧୫ରେ ଲୋଟ୍ ଆଓ ନିଶାର ଶୁଟିଂ ଚାଲୁଥିଲା ।

ଏହି ସମୟରେ ନିଜ ହାତକୁ ମୁଭ୍‌ ଅର୍ଥାତ୍‌ ବୁଲାଇ ପାରୁନଥିଲି। ପାଖା ପାଖି ଏହା ବର୍ଷେ ପରେ ଠିକ୍‌ ହୋଇଥିଲା । ସ୍ଟେଫର୍ଡ ୟୁନିଭର୍ସିଟିରେ ନ୍ୟୁଟ୍ରିଶନ ଓ ଫିଟ୍‌ନେସର ପାଠ ପଢିଥିଲେ । ଏହା ପରେ ଡକ୍ଟର ସର୍ଜରୀ ପାଇଁ କହିଥିଲେ । କିନ୍ତୁ ଏହା ମୁଁ ନିଜେ ହିଁ ଠିକ୍‌ କରିଥିଲି । ଯେଉଁଥିପାଇଁ ଏହା ଡକ୍ଟର ପାଇଁ ବହୁତ ଶକ୍‌ର ବିଷୟ ଥିଲା । ଯେଉଁଥି ପାଇଁ ସେ ବହୁ ବର୍ଷ ଧରି ଇଣ୍ଡଷ୍ଟ୍ରିରୁ ଦୁରେଇ ରହିଥିଲେ । ୧୯୮୯ରେ ରିଲିଜ୍‌ ହୋଇଥିବା ଫିଲ୍ମ ମେନେ ପ୍ୟାର କିୟା ଫିଲ୍ମଟି ଦର୍ଶକଙ୍କ ମନକୁ ଛୁଇଁଥିଲା । କାହିଁକି ନା ଏହି ଫିଲ୍ମରେ ଭାଗ୍ୟଶ୍ରୀଙ୍କ ପିଲାଳିଆମି ଗୁଣ ତାଙ୍କ ସୁନ୍ଦର ଚେହେରା , ଯୋଗୁଁ ହିଟ୍ ରହିଥିଲା । ଏହି ଫିଲ୍ମ ଜରିଆର ଇଣ୍ଡଷ୍ଟ୍ରୀରେ ପାଦ ଥାପିଥିଲେ । ଏହା ବ୍ୟତୀତ ସେ ତାଙ୍କର ପ୍ରଥମ ଫିଲ୍ମରେ ବେଷ୍ଟ ଡେବ୍ୟୁର ଫିଲ୍ମ ଫେୟାର ଆୱାର୍ଡ ପାଇଥିଲେ । ଠିକ୍‌ ୩୨ ବର୍ଷ ପୂର୍ବରୁ ଯେମିତି ଥିଲେ ଆଜି ବି ମଧ୍ୟ ସେହି ଭଳି ଦେଖା ଯାଉଛନ୍ତି ।

Show More

Related Articles

Back to top button