ଖେଳ

ଆଇପିଏଲ୍-୨୦୨୧ ଫାଇନାଲରେ କେକେଆର୍

ଆଇପିଏଲ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି କେକେଆର୍ । ଗତକାଲି ଦିଲ୍ଲୀ କ୍ୟାପିଟାଲକୁ ୩ ୱିକେଟରେ ହରାଇ କୋଲକାତା ନାଇଟ୍ ରାଇଡର୍ସ ଚଳିତ ଆଇପିଏଲର ଫାଇନାଲରେ ପହଞ୍ଚିଛି । ଏଥିସହ ଆସନ୍ତା ଶୁକ୍ରବାର ଆଇପିଏଲ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗସକୁ କୋଲାକାତା ନାଇଟ୍ ରାଇଡର୍ସ ଭେଟିବା ମଧ୍ୟ ସ୍ଥିର ହୋଇଛି ।

Show More

Related Articles

Back to top button