କଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣ

 ଜୟ ମାଆ ଦୁର୍ଗେ ଦୁର୍ଗତିନାଶିନୀ 

ଚୈତ୍ର ନବରାତ୍ର ଓ ବାସନ୍ତୀ ଦୁର୍ଗୋତ୍ସବର ପାବନ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ

ଜୟ ମାଆ ଦୁର୍ଗେ ଦୁର୍ଗତିନାଶିନୀ
ଚୈତ୍ର ନବରାତ୍ର ଓ ବାସନ୍ତୀ ଦୁର୍ଗୋତ୍ସବର ପାବନ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ………

ଅସତ୍ୟ ଉପରେ ସତ୍ୟର, ଅନ୍ୟାୟ ଉପରେ ନ୍ୟାୟର, ଅଧର୍ମ ଉପରେ ଧର୍ମର,ପାପ ଉପରେ ପୁଣ୍ୟର, ଅଜ୍ଞାନ ଉପରେ ଜ୍ଞାନର ଓ ହିଂସା ଉପରେ ଅହିଂସାର ତଥା ରାକ୍ଷସ ପ୍ରବୃତ୍ତି ଉପରେ ଦେବତ୍ୱଭାବର ବିଜୟ ହିଁ ପ୍ରକୃତରେ ଦୁର୍ଗାପୂଜା ଓ ଚୈତ୍ର ଦଶହରା ପାଳନର ମୁଖ୍ୟ ଉଦ୍ଦେଶ୍ୟ…………

ହେ ମାନବ ଛାଡି ଯେତେ ଅସୁର ପ୍ରକୃତି
ଦେବଭାବ ସବୁକୁ କରରେ ନିଜର ପ୍ରବୃତ୍ତି
ଅତିଗର୍ବେ ରାବଣର ବଂଶ ନାଶ ହେଲା
ରାକ୍ଷସ ପ୍ରବୃତ୍ତିକୁ ଯେବେ ସହଚର କଲା
ଦୁର୍ଗାମାତା ଶ୍ରୀଚରଣେ ଶରଣ ଯେ ପଶି
କୁଗୁଣ କୁପ୍ରବୃତ୍ତି ନିଜର ଦିଅ ନିଜେ ନାଶି………..

ଶରଣାଗତ ଦୀନାର୍ତ୍ତ ପରିତ୍ରାଣାୟ ପରାୟଣେ
ସର୍ବସ୍ୟାର୍ତ୍ତହରେ ଦେବୀ ନାରାୟଣୀ ନମୋସ୍ତୁତେ……..

Show More

Related Articles

Back to top button