Breaking PLUSଓଡ଼ିଶାମୁଖ୍ୟ ଖବର

ବାଜ୍ୟାପ୍ତି ହେଲା ନିଶା ବେପାରୀ ଶିବ ଦାସଙ୍କ ସମ୍ପତ୍ତି

ଭୁବନେଶ୍ୱର-ବାଜ୍ୟାପ୍ତି ହେଲା ନିଶା ବେପାରୀ ଶିବ ଦାସଙ୍କ ସମ୍ପତ୍ତି । ଶିବଙ୍କର ୭୩ ଲକ୍ଷ ୭୫ ହାଜର ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରାଯାଇଛି । ପ୍ରକାଶ ଥାଉକି, ଜଟଣୀ ମୁଣ୍ଡିଆସାହି ଶିବ ଦାସଙ୍କ ସମ୍ପତ୍ତି ବାଜ୍ୟାପ୍ତି ହୋଇଛି । ୩.୧କେଜିର ବ୍ରାଉନସୁଗାର ଜବତ, ଶିବ ପ୍ରସାଦ ଗିରଫ, ୩ ବିଦେଶୀ ବନ୍ଧୁକ, ୭ ମାଗାଜିନ୍, ୪୩ ରାଉଣ୍ଡ ଗୁଳି ଜବତ। ୬୫ ଲକ୍ଷ ୩୨ ହଜ।ର ୨ ଶହ ନଗଦ ଟଙ୍କା ଜବତ।

Show More

Related Articles

Back to top button