Breaking PLUSଓଡ଼ିଶାମୁଖ୍ୟ ଖବର

୩ ଦିନ ଯାଏ ରାଜ୍ୟରେ ଘନ କୁହୁଡ଼ି ଆଶଙ୍କା

ଭୁବନେଶ୍ୱର- ୩ ଦିନ ଯାଏ ରାଜ୍ୟରେ ଘନ କୁହୁଡ଼ି ଆଶଙ୍କା । ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ୧୨ଟି ଓ କାଲି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କିଛି ଦିନ ହେବ ରାଜ୍ୟରେ କୁହୁଡି ପରିମାଣ ସାମାନ୍ୟ କମ୍ ରହିଥିଲା ।

Show More

Related Articles

Back to top button