Breaking PLUSଦେଶମୁଖ୍ୟ ଖବର

ଦେଶରେ ଦିନକରେ ୩୩୫ କରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ

ନୂଆଦିଲ୍ଲୀ- ଦେଶରେ ଦିନକରେ ୫ ମୃତ । ଦେଶରେ ଦିନକରେ ୩୩୫ କରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ । ୫ ମୃତକଙ୍କ ମଧ୍ୟରେ କେରଳରୁ ୪ ଓ ୟୁପିରୁ ଜଣେ । ଦେଶରେ ମୋଟ୍ ଆକ୍ଟିଭ୍ ସଂଖ୍ୟା ୧୭୦୧କୁ ବୃଦ୍ଧି ପାଇଛି । ନିକଟରେ କେରଳରେ ସବ୍‌ ଭାରିଏଣ୍ଟ JN.1 ଚିହ୍ନଟ ହୋଇଛି ।

Show More

Related Articles

Back to top button