Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡକରା

ଭୁବନେଶ୍ୱର- କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡକରା । ଆସନ୍ତା ୨୦ରେ ଦିଲ୍ଲୀ ଯିବାକୁ କଂଗ୍ରେସ ନେତାଙ୍କୁ ଡକରା ହୋଇଛି । ପିସିସି ସଭାପତି, ବିଧାୟକ, ବରିଷ୍ଠ ନେତା ଦିଲ୍ଲୀ ଯିବେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡ୍ଡଗେ ଓ ରାହୁଲ ଗାନ୍ଧିଙ୍କୁ ଭେଟିବେ ।

Show More

Related Articles

Back to top button