Breaking PLUSଓଡ଼ିଶାମୁଖ୍ୟ ଖବର

କାଶ୍ମୀର ସନ୍ଦିଗ୍ଧ ସୟଦ ଈଶାନ ବୁଖାରୀକୁ ରିମାଣ୍ଡର ନେବ STF

ଭୁବନେଶ୍ୱର- କାଶ୍ମୀର ସନ୍ଦିଗ୍ଧ ସୟଦ ଈଶାନ ବୁଖାରୀକୁ ରିମାଣ୍ଡର ନେବ STF । ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କଲା STF । ଚଣ୍ଡିଖୋଲ ଜେଏମ୍‌ଏଫ୍‌ସିରେ ୭ ଦିନିଆ ରିମାଣ୍ଡ ଆବେଦନ । କୋର୍ଟଙ୍କ ଅନୁମତିକୁ ଅପେକ୍ଷା, ଆତଙ୍କୀ ଲିଙ୍କ୍‌ର ଖୁଲାସା ହେବ ।

Show More

Related Articles

Back to top button