Breaking PLUSଓଡ଼ିଶାମୁଖ୍ୟ ଖବର

୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସର କ୍ରାଉଡ୍ ଫଣ୍ଡିଂ କ୍ୟାମ୍ପେନ୍

ଭୁବନେଶ୍ୱର- ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସର କ୍ରାଉଡ୍ ଫଣ୍ଡିଂ କ୍ୟାମ୍ପେନ୍ । ଜନତା ଓ କଂଗ୍ରେସ କର୍ମୀଙ୍କୁ ଟଙ୍କା ମାଗିବ କଂଗ୍ରେସ । ଅଭିଯାନକୁ ସମର୍ଥନ କରିବାକୁ ପିସିସି ସଭାପତିଙ୍କ ଅପିଲ୍‌ । ‘ପ୍ରତ୍ୟେକ ବୁଥରେ ୧୦ଟି ପରିବାରରୁ ଟଙ୍କା ଆଣିବେ କଂଗ୍ରେସ ନେତା’ । ୧୮ ବର୍ଷରୁ ଊର୍ଦ୍ଧ୍ୱ ଅତି କମ୍‌ରେ ୧୩୮ ଟଙ୍କା ଦାନ କରିବେ’ ।’ସେହିପରି ୧୩୮୦ ଓ ୧୩୮୦୦ ଟଙ୍କା ଅର୍ଥ ସଂଗ୍ରହ କରାଯିବ’ । IT ରେଡ୍ ପରେ ଛବି ସୁଧାରିବାକୁ ପ୍ରୟାସ କି ପ୍ରଶ୍ନରେ ପ୍ରତିକ୍ରିୟା । କଳା ଟଙ୍କା ପ୍ରମାଣିତ ହୋଇନି କହିଲେ ପିସିସି ସଭାପତି ।

Show More

Related Articles

Back to top button