Breaking PLUSଓଡ଼ିଶାମୁଖ୍ୟ ଖବର

ଟ୍ଵିନ ସିଟିରେ ଶୀତର ପ୍ରକୋପ ଜାରି, ୧୩ ଡ଼ିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ଵର, ୧୮ ଡିସେମ୍ବର – ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଟ୍ଵିନ ସିଟିରେ ମଧ୍ୟ ଶୀତର ପ୍ରକୋପ ଜାରି ରହିଛି । ଟ୍ଵିନ ସିଟିରେ ପୁଣି ୧୩ ଡ଼ିଗ୍ରୀ ଛୁଇଁଛି ପାରଦ । ଆଜି ଉଭୟ ରାଜଧାନୀ ଭୁବନେଶ୍ଵର ଏବଂ କଟକରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୩.୫ ଡ଼ିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଜାରି ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

Show More

Related Articles

Back to top button