ସ୍ୱାସ୍ଥ୍ୟ

ରାତିରେ ଭଲ ନିଦ୍ରା ହେଉନଥିଲେ ନିୟମିତ ଭାବରେ ସେବନ କରନ୍ତୁ ଏହି ଜିନିଷ

ଆଜିକାଲି ନିଦ୍ରା ସମସ୍ୟା ପ୍ରାୟତଃ ସମସ୍ତଙ୍କ ନିକଟରେ ଦେଖା ଯାଉଛି l ଅଧିକାଂଶ ସମୟରେ ଦେଖା ଯାଇଥାଏ ଯେ ନିଦ ବାରମ୍ବାର ମଧ୍ୟ ଭାଙ୍ଗି ଥାଏ l ଯଦି ନିଦ ଠିକ ଭାବରେ ହୋଇ ନଥାଏ ତେବେ ଆମର ଦୈନନ୍ଦିନ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ l

ବେଳେବେଳେ ଏହି ନିଦ ସମସ୍ୟା ଯୋଗୁଁ ଆମେ ନିଦ ଔଷଧ ମଧ୍ୟ ସେବନ କରିଥାଉ ଓ ଆମେମାନେ ପ୍ରାୟ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଉ l ଯଦି ରାତିରେ ଭଲ ନିଦ ହୋଇଥାଏ ତେବେ ଦିନଯାକ କାମ ଠିକ ରେ କରି ପାରି ନଥାଉ l ତେଣୁ କିପରି ଭଲ ନିଦ ହେବ ଆସନ୍ତୁ ଜାଣିବା l

* ପୋସ୍ତକ ସହିତ ଦୁଗ୍ଧ –
ଯଦି ଆପଣଙ୍କୁ ଭଲରେ ନିଦ ହେଉ ନାହିଁ, ତେବେ ଆପଣ ନିୟମିତ ଭାବରେ ରାଶି ଓ ଦୁଗ୍ଧ ସେବନ କରନ୍ତୁ l ଆପଣ ପୋସ୍ତକ କୁ ଉଷୁମ ଦୁଗ୍ଧ ସହିତ ସେବନ କରନ୍ତୁ l ପୋସ୍ତକ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର l ଏଥିପାଇଁ ଏହା ମାନସିକ ଚିନ୍ତା ଓ ଡିପ୍ରେସନ ଦୂର କରିଥାଏ l

* ଆଲମଣ୍ଡ –
ନିଦରେ ଶୋଇବା ପାଇଁ ଆପଣଙ୍କୁ ନିୟମିତ ଆଲମଣ୍ଡ ଖାଇବା ଆବଶ୍ୟକ l ଏଥିରେ ଅଧିକ ମାତ୍ରାରେ ମାଗ୍ନେଶୀୟମ ରହିଥାଏ l ମାଂସପେଶୀ କୁ ରିଲାକ୍ସ କରି ଥାଏ ଓ ଭଲ ନିଦ ହୋଇଥାଏ l

* ଡାର୍କ ଚକଲେଟ –
ଯଦି ଆପଣଙ୍କୁ ମିଠା ଖାଇବାର ଆପତ୍ତି ନାହିଁ ତେବେ ତେବେ ଭଲ ନିଦରେ ଶୋଇବା ପାଇଁ ଡାର୍କ ଚକୋଲେଟ ଗୋଟିଏ ଭଲ ମାଧ୍ୟମ ଅଟେ l ଏହି ଚକୋଲେଟ ରେ ସେରୋଟେନିନ ରହିଥାଏ ଯାହା ମାଇଣ୍ଡ ଓ ବଡି କୁ ରିଲାକ୍ସ କରିଥାଏ l ମାନସିକ ଚାପ ଦୂର କରିଥାଏ l

Show More

Related Articles

Back to top button