Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ରାମଭକ୍ତଙ୍କୁ ଶୁଭକାମନା ଜଣାଇଲେ ରାଜ୍ୟପାଳ

ଭୁବନେଶ୍ୱର- ରାମଭକ୍ତଙ୍କୁ ଶୁଭକାମନା ଜଣାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ରାମାନାଥ ଜହଁ ରାଜା ସୋ ପୁର ବରନି କି ଜାଇ । ଅନିମାଦିକ ସୁଖ ସମ୍ପଦା ରହି ଅବଧ ସବ ଛାଇ । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଆଜି ନିଜ ଧାମ ଅଯୋଧ୍ୟାର ଭବ୍ୟ ମନ୍ଦିରରେ ବିରାଜମାନ କରୁଛନ୍ତି । ଏହି ପବିତ୍ର ଅବସରରେ ସମସ୍ତ ରାମଭକ୍ତଙ୍କୁ ଅନନ୍ତ ମଙ୍ଗଳକାମନା ଜଣାଉଛି । ସିୟାବର ରାମଚନ୍ଦ୍ର କୀ ଜୟ ।

Show More

Related Articles

Back to top button