ଓଡ଼ିଶାବିଧାନସଭାମୁଖ୍ୟ ଖବରସ୍ୱତନ୍ତ୍ର

୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ , ପର୍ଯ୍ୟଟନସ୍ଥଳୀ ପାଇଁ ୧୯୫୦ କୋଟି ଟଙ୍କା

ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟର ପରିମାଣ ୨ ଲକ୍ଷ କୋଟି ହୋଇଥିବା ହୋଇଥିବାବେଳେ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ରହିଛି ୧୯୫୦ କୋଟି ଟଙ୍କା

-ରାଜ୍ୟ ବଜେଟ୍ ପର୍ଯ୍ୟଟନସ୍ଥଳୀଗୁଡିକରେ ମହତ୍ତ୍ୱପୂର୍ଣ୍ଣ ସ୍ଥାନର ବିକାଶ ପାଇଁ ୧୯୫୦ କୋଟି ଟଙ୍କା
-ଅବଢା ଯୋଜନା ଅଧୀନରେ ୧୩୨୫ କୋଟି ଟଙ୍କା

-ଓଡିଶା ପର୍ଯ୍ୟଟନ କ୍ଷେତ୍ର ପାଇଁ ୫୯୦ କୋଟି

-ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଓ ପରିଚାଳନା – ୩୭୫ କୋଟି

-ଏକାମ୍ର ଓ ସମଲେଇ ଯୋଜନା ପାଇଁ ୨୦୦ କୋଟି ଲେଖାଏଁ

-ଐତିହ୍ୟ, ସ୍ମାରକୀ, ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ୧୫୦ କୋଟି

-ପର୍ଯ୍ୟଟନର ପ୍ରସାର ପାଇଁ ୧୫୦ କୋଟି

Show More

Related Articles

Back to top button