Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ବିଜେଡି ଇସ୍ତାହାରରେ କିଛି ନୂଆ ନାହିଁ- ଧର୍ମେନ୍ଦ୍ର

ଭୁବନେଶ୍ୱର- ବିଜେଡିର ନିର୍ବାଚନୀ ଇସ୍ତାହାରକୁ ନେଇ କଟାକ୍ଷ କଲେ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର କହିଛନ୍ତି, ବିଜେଡି ଇସ୍ତାହାରରେ କିଛି ନୂଆ ନାହିଁ , ଭାଜପାର ଇସ୍ତାହାରକୁ କିଛିଟା କପି କରିଛନ୍ତି। ଭୁଆଁ ବୁଲାଇବାକୁ ପ୍ରୟାସ, ଲୋକେ ବିଶ୍ୱାସ କରିବେନି। ବିଜେଡିର ଘୋଷଣାପତ୍ରରେ ଫମ୍ପା ପ୍ରତିଶ୍ରୁତି ଦିଆଯାଇଛି।

ଧର୍ମେନ୍ଦ୍ର ଆହୁରି କହିଛନ୍ତି , ଚାଷଜମିକୁ ପାଣି ନାହିଁ କି ଶୀତଳ ଭଣ୍ଡାର ନାହିଁ। ୨୪ ବର୍ଷ ସରକାରରେ ଲୋକେ କାମ ପାଇଁ ଘର ଛାଡୁଛନ୍ତି। ୧ ଲକ୍ଷ ସରକାରୀ ପଦବୀ ଖାଲି ପଡିଛି। ଏନସିଆରବି ରିପୋର୍ଟରେ ଓଡ଼ିଶାର ମହିଳା ସବୁଠୁ ନିର୍ଯାତିତ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button