Breaking PLUSଓଡ଼ିଶାମୁଖ୍ୟ ଖବର

ଦୁଆରଶୁଣି ଜଙ୍ଗଲରୁ 5 ଶିକାରୀ ଗିରଫ

ବାରିପଦା- କରଞ୍ଜିଆ ବନଖଣ୍ଡ ସାତକୋଶିଆ ବନ୍ୟପ୍ରାଣୀ ରେଞ୍ଜ ଅଞ୍ଚଳର ଦୁଆରଶୁଣୀ ଜଙ୍ଗଲରୁ ଶୁକ୍ରବାର ସକାଳେ ଶିକାରୀ ମାନେ ଶିକାର କରିଥିବା ୮ କେଜି ଓଜନର କୁଟୁରା ମାଂସ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୫ଜଣ ଶିକାରୀକୁ ସାତକୋଶିଆ ବନ୍ୟ ପ୍ରାଣୀ ବିଭାଗ ଗିରଫ କରିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button