Breaking PLUSଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ମହିଳା ଦିବସ ଅବସରରେ ସୂର୍ଯ୍ୟମନ୍ଦିରରେ ପ୍ରବେଶ ଶୁଳ୍କ ଛାଡ଼

ଏନେଇ ସଂରକ୍ଷଣ ଅଧିକାରୀ ନୀରଜ ସିଂହ ସୂଚନା ଦେଇଛନ୍ତି

ମାର୍ଚ୍ଚ ୮ ମହିଳା ଦିବସ ଅବସରରେ ମଙ୍ଗଳବାର ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ ହୋଇଛି । ଏନେଇ ସଂରକ୍ଷଣ ଅଧିକାରୀ ନୀରଜ ସିଂହ ସୂଚନା ଦେଇଛନ୍ତି ।

ସକାଳ ୬ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟଟକ ବିନା ଶୁଳ୍କରେ ମନ୍ଦିର ଭିତରକୁ ପ୍ରବେଶ କରି ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିପାରିବେ ।

Show More

Related Articles

Back to top button