Breaking PLUSଦେଶମୁଖ୍ୟ ଖବର

କୋଲକାତାରୁ ଓଡ଼ିଶା ଯାଉଥିବା ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ

କୋଲକାତା, 9 ଜାନୁୟାରୀ – କୋଲକାତାରୁ ଓଡ଼ିଶା ଯାଉଥିବା ଏକ ବିମାନ ଉଡାଣ ଭରିବା ପରେ ଟେକ୍ନିକାଲ ତ୍ରୁଟି କାରଣରୁ ପୁଣି ଥରେ କୋଲକାତା ଏୟାରପୋର୍ଟରେ ଜରୁରୀକାଳୀନ ଲ୍ୟାଣ୍ଡିଂ କରିଛି । ଏନେଇ ମଙ୍ଗଳବାର ଅଧିକାରୀମାନେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବିମାନରେ ଥିବା ଯାତ୍ରୀମାନେ କହିଛନ୍ତି ବିମାନ ଉଡାଣ ଭରିବା ପରେ କିଛି ଫାଟିବାର ଶବ୍ଦ ଶୁଭିଥିଲା ।
କୋଲକାତା-ଭୁବନେଶ୍ୱର- ବେଙ୍ଗାଲୁରୁ ଯାଉଥିବା ବିମାନ ସୋମବାର ସନ୍ଧ୍ୟା 5.10ଟା ବେଳେ ଏୟାରପୋର୍ଟରୁ ଉଡାଣ କରିଥିଲା । ଯାତ୍ରୀଙ୍କ ମୁତାବକ ସନ୍ଧ୍ୟା ପ୍ରାୟ 5.40 ବେଳେ ବିମାନ ଆକାଶରେ ଥିବା ବେଳେ କିଛି ଶବ୍ଦ ଶୁଭିଥିଲା । ଏହାପରେ ପାଇଲଟ ବିମାନର ଜରୁରୀକାଳୀନ ଲ୍ୟାଣ୍ଡିଂ କରିଥିଲେ ।

Show More

Related Articles

Back to top button