Breaking PLUSଦେଶ ବିଦେଶମୁଖ୍ୟ ଖବର

ଆମେରିକାର ହୋଟେଲରେ ବିସ୍ଫୋରଣ, 21 ଆହତ

ୱାଶିଂଟନ, 9 ଜାନୁୟାରୀ – ଆମେରିକାର ରାଜ୍ୟ ଟେକ୍ସାସ ପ୍ରାନ୍ତରେ ଫୋର୍ଟ ବର୍ଥ ସହରର ସ୍ୟାଣ୍ଡମ୍ୟାନ ସିଗ୍ନେଚର ହୋଟେଲରେ ସୋମବାର ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ 21ଜଣ ଲୋକ ଆହତ ହୋଇଛନ୍ତି । ଗ୍ୟାସ ଲିକ୍ କାରଣରୁ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ।
ଦ ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ମୁତାବକ, ବିସ୍ଫୋରଣ ଯୋଗୁ ସ୍ୟାଣ୍ଡମେନ ସିଗ୍ନେଚର ହୋଟେଲରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

Show More

Related Articles

Back to top button