ବଲିଉଡ

ଶେଷ ହେଲା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ’ରକ୍ଷା ବନ୍ଧନ’ର ସୁଟିଂ

ଖୁବ୍ ଶୀଘ୍ର ଆସୁଛି ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ରକ୍ଷା ବନ୍ଧନ’ ।  ଅକ୍ଷୟ କୁମାର ଦର୍ଶକ ମାନଙ୍କୁ ଗୋଟେ ପରେ ଗୋଟେ ଧମାକାଦାର ଫିଲ୍ମ ଭେଟି ଦିଅନ୍ତି । ତେବେ ନିକଟରେ ଅଭିନେତା ଅକ୍ଷୟ କୁମାର ତାଙ୍କର ଆଗାମୀ ଫିଲ୍ମ ‘ରକ୍ଷା ବନ୍ଧନ’ର ସୁଟିଂ ଶେଷ କରିଛନ୍ତି । ନିର୍ମାତା-ନିର୍ଦ୍ଦେଶକ ଆନନ୍ଦ ଏଲ୍ ରାୟଙ୍କ ଏହି ଫିଲ୍ମର ସୁଟିଂ ଦିଲ୍ଲୀରେ ଶେଷ ହୋଇଛି ।

Show More

Related Articles

Back to top button