ଓଡ଼ିଶାମୁଖ୍ୟ ଖବର

ବାଲୁକା ଚିତ୍ରକଳାରେ ସମସ୍ତଙ୍କୁ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଛନ୍ତି ସୁଦର୍ଶନ ପଟ୍ଟନାୟକ

ଆଜି ଶାରଦୀୟ ଦୁର୍ଗା ପୂଜାର ମହାସପ୍ତମୀ । ପ୍ରତ୍ୟକ ପୂଜା ମଣ୍ଡପ ଚଳ ଚଞ୍ଚଳ ହୋଇଉଠିଛି । ଏହି ପବିତ୍ର ଦିବସରେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପୁରୀ ବେଳାଭୂମିରେ ଏହି ଆକର୍ଷଣୀୟ ବାଲୁକା ଚିତ୍ରକଳାଟିକୁ କରାଯାଇ ଥିବା ବେଳେ ଏଥିରେ ଛୋଟ ଛୋଟ ଶଙ୍ଖ ଓ ଶାମୁକା ବ୍ୟବହାର ହୋଇଛି । ଦେବୀ ଦୁର୍ଗା ଙ୍କ ମୁଖମଣ୍ଡଳ କୁ ବାଲୁକା ଚିତ୍ରକଳା ରେ କରାଯାଇ ଥିବା ବେଳେ ଏହା ବେଶ ଆକର୍ଷଣୀୟ ହୋଇଛି ।

Show More

Related Articles

Back to top button