Breaking PLUSଓଡ଼ିଶାମୁଖ୍ୟ ଖବର

ଚିକିତ୍ସାଧୀନ ଅବସ୍ଥାରେ ଦନ୍ତାର ମୃତ୍ୟୁ

ରଣପୁର : ଆଖି ବୁଜିଲା ଆଉ ଏକ ଦନ୍ତାହାତୀ। ଚିକିତ୍ସାଧୀନ ଅବସ୍ଥାରେ ଅସୁସ୍ଥ ଦନ୍ତାହାତୀର ବୁଧବାର ମୃତ୍ୟୁ ଘଟିଛି। ମୟୂରଝଲିଆ ହରିପୁର ଜଙ୍ଗଲରେ ୩ ଦିନ ହେବ ଦନ୍ତାହାତୀର ଚିକିତ୍ସା କରାଯାଉଥିଲା। ନନ୍ଦନକାନନର ଏକ ଟିମ୍‌‌ ଦନ୍ତାହାତୀର ଚିକିତ୍ସା କରୁଥିଲେ। ହାତୀର ଆଗ ବାମ ଗୋଡରେ ଆଘାତ ଲାଗି ଫୁଲି ରହିଥିଲା।

Show More

Related Articles

Back to top button