Breaking PLUSଓଡ଼ିଶାମୁଖ୍ୟ ଖବର

ସିଏମସି କାଉନସିଲ ବୈଠକରେ ହଟ୍ଟଗୋଳ

ଭୁବନେଶ୍ୱର, 27 ଡିସେମ୍ବର – ସିଏମସି କାଉନସିଲ ବୈଠକରେ ହଟ୍ଟଗୋଳ । ବାଲିଯାତ୍ରାରେ ଦୁର୍ନୀତି ଅଭିଯୋଗ କରି ସିଏମସି ବୈଠକରେ ପ୍ରବଳ ହୋହାଲ୍ଲା ହୋଇଛି । ବିରୋଧୀ କର୍ପୋରେଟରମାନେ ହଟଗୋଳ କରିଛନ୍ତି । ଶାସକ- ବିରୋଧୀ କର୍ପୋରେଟର ମୁହାଁମୁହିଁ ହୋଇଛନ୍ତି । ଦୁର୍ନୀତିର ତଦନ୍ତ ଦାବି କରିଛନ୍ତି ବିରୋଧୀ କର୍ପୋରେଟର । ପ୍ରବଳ ହୋହଲ୍ଲା ଯୋଗୁ ବୈଠକ ଅଧାରୁ ବାତିଲ କରି ଉଠି ଚାଲିଯାଇଥିଲେ ମେୟର ।

Show More

Related Articles

Back to top button