ସ୍ୱାସ୍ଥ୍ୟ

ଶୀତଦିନେ ଗଣ୍ଠି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଖାଆନ୍ତୁ ଏହି ଖାଦ୍ୟ

ବସୟାଧିକ ହେଲେ ଆଣ୍ଠୁ ଗଣ୍ଠି ସମସ୍ୟା ଦେଖାଯାଇଥାଏ । ବିଶେଷ କରି ଶୀତଦିନେ ଏହି ସମସ୍ୟା ଅଧିକାଂଶ ପରିଲକ୍ଷିତ ହୋଇଥାଏ । ଏଥିପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ବର୍ତ୍ତମାନ କମ୍ ବୟସ୍କଙ୍କ ଠାରେ ମଧ୍ୟ ଏହି ରୋଗ ଦେଖାଯାଏ ।

ତେବେ ଆସନ୍ତୁ ଜାଣିବା ଥଣ୍ଡା ଦିନେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କେଉଁ ଜିନିଷ ଖାଇବା ଦରକାର –

-ଥଣ୍ଡା ଦିନେ ଖାଦ୍ୟରେ ରସୁଣ ଜରୁର ସାମିଲ କରନ୍ତୁ । ରସୁଣରେ ସଲଫର ଓ ଆଣ୍ଟି ଅକ୍ସଇଦାଂତ ଥାଏ । ଯାହା ଦ୍ୱାରା କର୍ଟିଲେଟ ଠିକ ରହିଥାଏ । ଯିଏ ସକାଳେ ଖାଲି ପେଟରେ 2/3 ପାଖୁଡା ରସୁଣ ଖାଆନ୍ତି । ଗଣ୍ଠି ରୋଗରେ ତାଙ୍କୁ ବହୁତ ଆରାମ ମିଳିଥାଏ ।

-ଗଣ୍ଠି ଦରଜ ପାଇଁ ମେଥି ସେବନ ଜରୁର ଦରକାର । ମେଥିର ଆଣ୍ଟି ଅକ୍ସଇଦାଂତ ଓ ଅନ ସାଟୁରେଟେଡ଼ ଫ୍ୟାଟି ଏସିଡ ଭରପୁର ଥାଏ । 2 ଚାମଚ ମେଥି ପାଣିରେ ଫୁଟାଇ ପିଇଲେ ଗଣ୍ଠି ରୋଗରେ ତାଙ୍କୁ ବହୁତ ଆରାମ ମିଳିଥାଏ ।

-ଧଣିଆ ରେ ଭରପୁର ଆଣ୍ଟି ଅକ୍ସଇଦାଂତ ଥାଏ । ଯାହା ଗଣ୍ଠି ଦରଜରେ ଆରାମ ମିଳିଥାଏ ।ପ୍ରତିଦିନ ଧଣିଆ କୁ ଭିଜେଇ ପାଣି ପିଇବା ଦରକାର । ଏହାକୁ ପିଇଲେ ଗଣ୍ଠି ରୋଗରେ ତାଙ୍କୁ ବହୁତ ଆରାମ ମିଳିଥାଏ ।

-ଖାଦ୍ୟ ରେ ଅଧିକ ସବୁଜ ପରିବା ସାମିଲ କରନ୍ତୁ ।

-ଖଟା ଓ ସିଜିନାଲ ଫଳ ଖାଇଲେ ଆରାମ ମିଳିଥାଏ ।

-ଦୁଧ ଓ ଦହି ସେବନ କରନ୍ତୁ ।

-ଚୋକଡ ଥିବା ଅଟା ରେ ରୁଟି ଖାଆନ୍ତୁ ।

-ଗଜା ମୁଗ ଓ ଚଣା ଖାଆନ୍ତୁ ।

Show More

Related Articles

Back to top button