ବଲିଉଡ

ବୋନି କପୁରଙ୍କୁ ଦୁବାଇର ଗୋଲ୍ଡେନ ଭିସା

ଦୁବାଇରୁ ଆସିଛି ଗୋଲ୍ଡେନ ଭିସା । ଫିଲ୍ମ ନିର୍ମାତା ବୋନି କପୁରଙ୍କୁ ସମ୍ମାନଜନକ ଗୋଲ୍ଡେନ ଭିସା ପ୍ରଦାନ କରିଛନ୍ତି ଦୁବାଇ ସରକାର । ଏନେଇ ବୋନି କପୁର ମଙ୍ଗଳବାର ତାଙ୍କ ଟ୍ୱିଟରେ ସୂଚନା ଦେଇଥିବା ବେଳେ ଦୁବାଇ ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ୧୦ ବର୍ଷ ପାଇଁ ଏହି ସମ୍ମାନଜନକ ଭିସା ପ୍ରଦାନ କରିଥିବା ସୂଚିତ କରିଛନ୍ତି । ଏଥିଲାଗି ୬୫ ବର୍ଷ ବୟସ୍କ କପୁର ଦୁବାଇ ସରକାରଙ୍କ ନିକଟରେ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି ।

 

Show More

Related Articles

Back to top button