Breaking PLUSଦେଶ ବିଦେଶମୁଖ୍ୟ ଖବର

ଟ୍ରମ୍ପଙ୍କୁ ପୁଣି ଥରେ ଝଟ୍‌କା

ୱାଶିଂଟନ- ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ଥରେ ଝଟ୍‌କା । ଆମେରିକା ରାଜ୍ୟ ମେନର ଶୀର୍ଷ ନିର୍ବାଚନ ଅଧିକାରୀ ନିଷ୍ପତ୍ତି ଶୁଣାଇ କହିଛନ୍ତି ଯେ, 2024ରେ ହେବାକୁ ଥିବା ନିର୍ବାଚନରେ ସାମିଲ ହୋଇପାରିବେ ନାହିଁ ଟ୍ରମ୍ପ ।
ମେନ ରାଜ୍ୟର ସେକ୍ରେଟରୀ ଅଫ୍ ଷ୍ଟେଟ ଶେନା ଲି ବେଲୋଜ 2021ରେ କ୍ୟାପିଟାଲ ହିଲ୍ ଦଙ୍ଗାରେ ଟ୍ରମ୍ପଙ୍କ ଭୂମିକାକୁ ନେଇ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।

Show More

Related Articles

Back to top button