Breaking PLUSଓଡ଼ିଶାମୁଖ୍ୟ ଖବର

ହିଟ୍‌ୱେଭ ନେଇ ମୁଖ୍ୟଶାସନ ସଚିବଙ୍କ ଚିଠି

ଭୁବନେଶ୍ୱର- ହିଟ୍‌ୱେଭ ନେଇ ମୁଖ୍ୟଶାସନ ସଚିବଙ୍କ ଚିଠି । ଅଂଶୁଘାତ ଓ ଡାଇରିଆର ପ୍ରତିଷେଧକ ବ୍ୟବସ୍ଥା ପାଇଁ ସବୁ ହସ୍ପିଟାଲ ଓ ବିଭିନ୍ନ ବିଭାଗକୁ ମୁଖ୍ୟ ଶାସନ ସଚିବ ଚିଠି ଲେଖିଛନ୍ତି । ସମସ୍ତ ମେଡିକାଲ ଆଗୁଆ ପ୍ରସ୍ତୁତ ରଖିବାକୁ ଚିଠିରେ ନିର୍ଦ୍ଦେଶ ରହିଛି । ଅଗ୍ନିଶମ ବିଭାଗକୁ ମଧ୍ୟ ପ୍ରସ୍ତୁତ ରହିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।

Show More

Related Articles

Back to top button