ଅନୁଚିନ୍ତାଜୀବନଚର୍ଯ୍ୟା

” ଆଜିର ଅନୁଚିନ୍ତା “

1-“ଜୀବନରେ ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ ଯାହା ଆପଣଙ୍କୁ ବହୁତ ମଜବୁତ୍ କରିବ . କାହିଁକିନା ଲୁହା ଥଣ୍ଡାରେ ହିଁ ମଜବୁତ୍ ଥାଏ ଆଉ ତାକୁ ଗରମ ଅବସ୍ଥାରେ ଯେପରି ଚାହିଁବେ ସେପରି ଆକାର ଦେଇ ପାରିବେ !!”

2-“ପରିବର୍ତ୍ତନ ବିନା ପ୍ରଗତି ସମ୍ଭବ ନୁହେଁ , ଆଉ ଯିଏ ନିଜ ଚିନ୍ତାଧାରା ର ପରିବର୍ତ୍ତନ କରିପାରି ନାହିଁ ସେ କିଛି ବି ପରିବର୍ତ୍ତନ କରିପାରିବ ନାହିଁ !!”

3-“ଆପଣ ଚାଲୁ ଥିବା ରାସ୍ତାରେ ଯଦି କେହି ସମସ୍ୟାର ପାହାଡ଼ ଛିଡ଼ା କରୁଛି ତଥାପି ଧୌର୍ଯ୍ୟହରା ହୁଅନ୍ତୁ ନାହିଁ , କାହିଁକିନା ଏମାନେ ହେଉଛନ୍ତି ସେହି ଲୋକ ଯିଏ ଆପଣଙ୍କୁ ଚାଲିବା ସମୟରେ ଡେଇଁବା ଶିଖାଇ ଦେଉଛନ୍ତି !!”

4-“ମୁଁ ଲୋକଙ୍କ ନିନ୍ଦା ଆଉ ଅପବାଦ ନୀରବତାର ସହ ଶୁଣେ . କାହିଁକିନା ଉତ୍ତର ଦେବାର ଅଧିକାର କେବଳ ସମୟ ପାଖରେ ହିଁ ଅଛି !!”

Show More

Related Articles

Back to top button