ଅନୁଚିନ୍ତା

ଆଜିର ଅନୁଚିନ୍ତା

  • “ଯେପରି ନଖ ବଢ଼ିଗଲେ ସମସ୍ତେ ନଖକୁ କଟିଥାନ୍ତି ଆଙ୍ଗୁଳିକୁ ନୁହଁ , ଠିକ ସେହିପରି ଯଦି ମନରେ ସନ୍ଦେହ ସୃଷ୍ଟି ହେଉଛି କାରଣ ଖୋଜି ସମାଧାନ କରିବାକୁ ଚେଷ୍ଟା କରନ୍ତୁ ହେଲେ କେବେ ସମ୍ପର୍କ ଭାଙ୍ଗନ୍ତୁ ନାହିଁ !!”

 

  • “ଯେମିତି ଏକ ଛୋଟ ପୋକ ବଡ ବଡ ଫଳ ଭିତରେ ପଶି ଫଳକୁ ନଷ୍ଟ କରିଦିଏ , ଠିକ ସେମିତି ସନ୍ଦେହ ସମ୍ପର୍କ ଭିତରେ ପଶି ବଡ ବଡ ସମ୍ପର୍କକୁ ବି ନଷ୍ଟ କରିଦିଏ !!”

 

  • “ସମୟ ଯେତେବେଳେ ପରୀକ୍ଷା ନିଏ ସେତେବେଳେ ସମୟ ଅଦୃଶ୍ୟ ଅବସ୍ଥାରେ ସବୁ ଦିଗରୁ ପ୍ରହାର କରିଥାଏ , ସେ ଧନୀ ଗରିବ , ଜ୍ଞାନୀ ଅଜ୍ଞାନୀ କିଛି ବି ବୁଝି ନଥାଏ !!”

 

  • “କେବେ କାହାକୁ ଆଘାତ ଦିଅନ୍ତୁ ନାହିଁ କାହିଁକିନା ଆଘାତ କେବଳ କଷ୍ଟ ଦିଏ ନାହିଁ ଜଣକୁ ବି ବଦଳେଇ ଦେଇଥାଏ !!”
Show More

Related Articles

Back to top button