Breaking PLUSଓଡ଼ିଶାମୁଖ୍ୟ ଖବର

୨୧ ଦିନ ପରେ ଆଜି ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର

ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଆଜିଠାରୁ ମା’ ସମଲେଶ୍ବରୀଙ୍କ ମନ୍ଦିର ଖୋଲିଛି ।

୨୧ ଦିନ ପରେ ଆଜି ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର । ସକାଳ ୬ଟାରୁ ଦିନ ୧୧ଟା ଓ ଦିନ ଗୋଟାଏରୁ ସନ୍ଧ୍ଯା ସାଢେ ୭ଟା ଯାଏଁ ଭକ୍ତଙ୍କ ସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ । ତେବେ ଏଥର ମଧ୍ଯ ପୂର୍ବ ପରି କୋଭିଡ କଟକଣା ବଳବତ୍ତର ରହିଛି ।

ଖବର ଅନୁଯାୟୀ, ଜିଲ୍ଲାରେ କୋଭିଡ ସଂକ୍ରମିତଙ୍କ ସଂଖ୍ଯା ବଢିବାରେ ଲାଗିବାରୁ ଗତ ଜାନୁଆରୀ ୧୧ ତାରିଖରୁ ମନ୍ଦିର ବନ୍ଦ ରହିଥିଲା। ଆଉ ଏବେ କରୋନା ସଂକ୍ରମଣ ଗ୍ରାଫ୍‌ କମିବା ପରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ସକାଳ ୬ଟାରୁ ଦିନ ୧୧ଟା ଓ ଦିନ ଗୋଟାଏରୁ ସନ୍ଧ୍ଯା ସାଢେ ୭ଟା ଯାଏଁ ଭକ୍ତଙ୍କ ସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ ।

Show More

Related Articles

Back to top button