ଓଡ଼ିଆ ଗଳ୍ପଓଡ଼ିଶା

ଗ୍ରହଣେ ଗ୍ରହଣ

ଅମୃତ ଲୋଭ ରେ ଗଣ୍ଡି ଉଡ଼ିଗଲା
ରହିଲା ଓଥଡା ଥୋଡ଼ି,
ପଶି ବାହାରିଲେ ସୂରୁଜ, ଚନ୍ଦର
ହସିଲେ ମୁହଁ କୁ ମୋଡି I

ଛୋପରେଇ ହୋଇ ଥୋବରା କୁହନ୍ତି
ମାଗୁର ନିଶ କୁ ମୋଡି,
କି କରିବ ଆମ ଅଜ୍ଞାନ ବିଜ୍ଞାନ
ଖାଇଲେ ଚିକେନ ଭିଡି I

ରାଣ୍ଡୁଆ ଭାଣ୍ଡୁଆ ଗ୍ରହଣ ଖଣ୍ଡିଆ
ଧର୍ମ ଶାସ୍ତ୍ର ଦବୁ ପୋଡି,
ଧରା କୁ ସରା ରେ ଘୋଡେଇ ପକେଇ
ମଙ୍ଗଳ କୁ ଯିବୁ ଉଡି l

Show More

Related Articles

Back to top button