Breaking PLUSଓଡ଼ିଶାମୁଖ୍ୟ ଖବର

4ଦିନ କାଳବୈଶାଖୀ ବର୍ଷା

ଭୁବନେଶ୍ୱର- କାଳବୈଶାଖୀ ଆଣିଛି ତାତିରୁ ଆଶ୍ଵସ୍ତି । ଆସନ୍ତା ୪ଦିନ ଯାଏଁ ଏଭଳି ପାଗ ଲାଗିରହିବ। ଆସନ୍ତା ଦୁଇରୁ ତିନି ଦିନ ଯାଏଁ ରାଜ୍ୟରେ ଝଡ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ଝଡବର୍ଷା ନେଇ ୭ ଜିଲ୍ଲା ଅନୁଗୁଳ, କେଉଁଝର, ରାୟଗଡା, କନ୍ଧମାଳ, ମୟୁରଭଞ୍ଜ, ଗଞ୍ଜାମ , ଗଜପତି ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button