ଦେଶ ବିଦେଶ

ଦ୍ୱିତୀୟ ଥର ପାଇଁ ଇସ୍ରାଏଲକୁ ଏୟାରକ୍ରାଫ୍ଟ ପଠାଇଲା ଆମେରିକା

ହମାସ ଓ ଇସ୍ରାଏଲ ଯୁଦ୍ଧ ୯ଦିନରେ ପହଞ୍ଚିଛି। ଏହି ସମୟରେ ଯୁଦ୍ଧରେ ଇସ୍ରାଏଲକୁ ସମର୍ଥନ କରି ଆମେରିକା ଅନ୍ୟ ଏକ ଏୟାରକ୍ରାଫ୍ଟ କ୍ୟାରିଅର ଷ୍ଟ୍ରାଇକକୁ ଭୂ-ମଧ୍ୟ ସାଗରକୁ ପଠାଇଛି। ଏନେଇ ଆମେରିକାର ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନ ସୂଚନା ଦେଇଛନ୍ତି।

ଆମେରିକା ଏହି ଏୟାରକ୍ରାଫ୍ଟ ଷ୍ଟ୍ରାଇକ ଗ୍ରୁପରେ ଗାଇଡେଡ-ମିସାଇଲ କ୍ରୁଜର ୟୁଏସଏସ ଫିଲିପାଇନ ସାଗର (CG 58), ଗାଇଡ-ମିସାଇଲ ବିନାଶକ USS Gravely (DDG 107) USS Mason (DDG 87), କ୍ୟାରିଅର୍‌ ଏୟାର ୱିଙ୍ଗ ୩, ନଅଟି ବିମାନ ସ୍କାଡ୍ରନ ସହ ମୁଖ୍ୟାଳୟର କର୍ମଚାରୀଙ୍କୁ ମଧ୍ୟ ଇସ୍ରାଏଲର ସହାୟତା ପାଇଁ ପଠାଯାଇଛି।

Show More

Related Articles

Back to top button