Breaking PLUSଦେଶମୁଖ୍ୟ ଖବରରାଜନୀତି

ଭାରତୀୟଙ୍କୁ ଅପମାନ କରୁଥିବା ଲୋକେ ଆମ୍ବେଦକର ବିରୋଧୀ- ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ, 6 ଡିସେମ୍ବର – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ବାବା ସାହେବ ବି.ଆର ଆମ୍ବେଦକର ପରିନିର୍ବାଣ ଦିବସ ଅବସରରେ ତାଙ୍କୁ ପ୍ରଣାମ ଜଣାଇବା ସହ କହିଛନ୍ତି ଯେ, କହିଛନ୍ତି ଯେ, ଆମେ ସମସ୍ତ ଜାଣନ୍ତି ଯେ, ବାବା ସାହେବ କହିଥିଲେ ଆମେ ସମସ୍ତେ ପ୍ରଥମେ ଓ ଶେଷରେ ଭାରତୀୟ ଅଟୁ । ଆଜି କିଛି ଲୋକ ଭାରତକୁ ଗାଳି ଦେଉଛନ୍ତି, ଭାରତୀୟଙ୍କ ଅପମାନ କରୁଛନ୍ତି, ଜାତି ନାମରେ ସମାଜର ଗାତକୁ ବୃଦ୍ଧି କରୁଛନ୍ତି । ଏହି ଲୋକମାନେ ଏକପ୍ରକାର ଭାରତୀୟଙ୍କ ଅପମାନ କରୁଛନ୍ତି । ସେମାନେ ଆମ୍ବେଦକରଙ୍କ ବିରୋଧୀ ବୋଲି କହିଛନ୍ତି ଯୋଗୀ ।
ବିଧାନସଭା ମାର୍ଗ ସ୍ଥିତ ଆମ୍ବେଦକର ମହାସଭା ପରିସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ବାବା ସାହେବ ଆମ୍ବେଦକରଙ୍କୁ ମଧ୍ୟ ପ୍ରଲୋଭିତ କରିବାର ପ୍ରୟାସ କରାଯାଇଥିଲା । କିନ୍ତୁ ସେ ବିନା ଡରରେ, ବିନା ତକିକରି, ବିନା ରହି, ବିନା ନଇଁ ଭାରତ ମାତାର ସେବା କରିଥିଲେ ।

Show More

Related Articles

Back to top button