Breaking PLUSଦେଶମୁଖ୍ୟ ଖବର

ହିମାଚଳ ପ୍ରଦେଶରେ ବର୍ଷା ଓ ବରଫପାତ ଯୋଗୁ ପୁଣି ଫେରିଲା ଶୀତ, ମାର୍ଚ୍ଚ 30ଯାଏ ବର୍ଷା

ଶିମଲା- ହିମାଚଳ ପ୍ରଦେଶରେ ବଦଳିଛି ପାଗ । ରାଜ୍ୟର ଉଚ୍ଚ ସ୍ଥାନରେ ରବିବାର ସକାଳେ ବରଫପାତ ହୋଇଛି । ଅଧିକାଂଶ ତଳୁଆ ସ୍ଥାନରେ ହାଲୁକା ବର୍ଷା ହୋଇଛି । ପାହାଡରୁ ନେଇ ସମତଳ ପଡିଆ ଯାଏ ସବୁଆଡେ ବାଦଲ ଛାଇ ରହିଛି । ରାଜଧାନୀ ଶିମଲାରେ ପ୍ରବଳ ର୍ଷା ହୋଇଛି । ବର୍ଷା ଓ ବରଫପାତ କାରଣରୁ ଶୀତଲହର ପୁଣି ଥରେ ଫେରିଛି । ଏବେ ଶିମଲାରେ ଡିସେମ୍ବର ମାସ ପରି ଶୀତ ଅନୂଭୂତ ହୋଇଛି ।

Show More

Related Articles

Back to top button