Breaking PLUSଦେଶମୁଖ୍ୟ ଖବର

ହିନ୍ଦୁ-ମୁସଲିମ ପକ୍ଷର ଉପସ୍ଥିତିରେ ଭୋଜଶାଳାରେ ତୃତୀୟ ଦିନରେ ଏଏସଆଇର ସର୍ଭେ

ଧାର-ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଇନ୍ଦୋର ବେଂଚଙ୍କ ନିର୍ଦ୍ଦେଶ ପରେ ଧାର ଐତିହାସିକ ଭୋଜଶାଳାରେ ତୃତୀୟ ଦିନରେ ଏଏସଆଇ ସର୍ଭେ ଜାରି ରହିଛି । ହିନ୍ଦୁପକ୍ଷରୁ ଗୋପାଳ ଶର୍ମା ଓ ଆଶିଷ ଗୋଏଲ ଏବଂ ମୁସଲିମ ପକ୍ଷରୁ ଅବଦୁଲ ସମଦ ଖାନ ସର୍ଭେ ଟିମ୍ ସହିତ ଉପସ୍ଥିତ ଅଛନ୍ତି । ଭୋଜଶାଳା ପରିସର ସହିତ ବାହାରେ ବି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଖଣ୍ହପୀଠଙ୍କ ନିର୍ଦ୍ଦେଶ ପରେ ଶୁକ୍ରବାର ଠାରୁ ସର୍ଭେ ଆରମ୍ଭ କରିଛି ଏଏସଆଇ । ସଭର୍େର ତୃତୀୟ ଦିନରେ ଶ୍ରମିକମାନେ ଭୋଜଶାଲା ପରିସରରେ ପ୍ରବେଶ କରିଥିଲେ । ଭୋଜଶାଳାର ଆଖପାଖ ଅଂଚଳରେ କୌଣସି ବିବାଦ ନଉପୁଜୁ ଏଥିପାଇଁ ପୂରା ପରିସରରେ ପୋଲିସ ଛାଉଣୀ କରାଯାଇଛି ।

Show More

Related Articles

Back to top button