Breaking PLUSଓଡ଼ିଶାମୁଖ୍ୟ ଖବର

ଭୋଗରାଇ ବିଧାୟକ ଅନନ୍ତ ଦାସ ଅସୁସ୍ଥ

ଭୁବନେଶ୍ୱର, 19 ଫେବୃୟାରୀ – ଭୋଗରାଇ ବିଧାୟକ ଅନନ୍ତ ଦାସ ଅସୁସ୍ଥ । ଅସୁସ୍ଥ ଅବସ୍ଥାରେ ତାଙ୍କୁ ଗତକାଲି ବାଲେଶ୍ୱର ଫକୀର ମୋହନ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଆଜି ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଚିକିତ୍ସା ପରେ ସେ ସୁସ୍ଥ ଥିବାର ପରିବାର ପକ୍ଷରୁ ସୂଚନା ମିଳିଛି । ବୟସାଧିକ କାରଣରୁ ନିଶ୍ୱାସ ପ୍ରଶ୍ୱାସ ନେବାର କଷ୍ଟ ଅନୁଭବ ସହିତ କିଛି ଦିନ ଧରି ଅସୁସ୍ଥ ଥିବା ସୂଚନା ମିଳିଛି ।

Show More

Related Articles

Back to top button