Breaking PLUSଦେଶମୁଖ୍ୟ ଖବର

ବିଶାଖାପାଟନମ୍ ଟେଷ୍ଟ- ଭାରତୀୟ ଟିମର ଦ୍ୱିତୀୟ ପାଳିରେ 255 ରନ, ଇଂଲଣ୍ଡ ସମ୍ମୁଖରେ 399 ରନ ଲକ୍ଷ୍ୟ

ବିଶାଖାପାଟନମ, 4 ଫେବୃଆରୀ – ଇଂଲଣ୍ଡ ବିରୁଦ୍ଧରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଭାରତୀୟ ଟିମ ଦ୍ୱିତୀୟ ପାଳି 255ରନରେ ସୀମିତ ରହିଛି । ଇଂଲଣ୍ଡ ସମ୍ମୁଖରେ ମ୍ୟାଚ ଜିତିବା ପାଇଁ 399 ରନର ଲକ୍ଷ୍ୟ ରହିଛି । ଦ୍ୱିତୀୟ ପାଳିରେ ଭାରତ ପାଇଁ ଶୁଭମନ ଗିଲ ଶତକ କରିବା ସହ ସର୍ବାଧିକ 104 ରନ କରିଛନ୍ତି । ଗିଲଙ୍କ ବ୍ୟତୀତ ଅକ୍ଷର ପଟେଲ 45 ରନ ଓ ରବିଚନ୍ଦ୍ରନ ଅଶ୍ୱିନ 29 ରନ୍ କରିଛନ୍ତି ।

Show More

Related Articles

Back to top button