Breaking PLUSଦେଶମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଉପରେ ଅଭଦ୍ର ଟିପ୍ପଣୀ, ମାମଲା ରୁଜୁ

ଲକ୍ଷ୍ନୌ, 4 ଫେବୃଆରୀ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୁଦ୍ଧରେ ଅଭଦ୍ର ଟିପ୍ପଣୀ ଦେବା ଅଭିଯୋଗରେ ରବିବାର ହଜରତଗଞ୍ଜ ଥାନାରେ ଅଭିଯୁକ୍ତ ବିରୁଦ୍ଧରେ ମାମଲା ରୁଜୁ ହୋଇଛି ।
ଥାପା ଅଧିକାରୀ ବିକ୍ରମ ସିଂହ କହିଛନ୍ତି ଯେ, ଐଶବାଗରେ ରହୁଥିବା ସତନାମ ସିଂହ ଓରଫ ଲଭି ମାମଲା ରୁଜୁ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୁଦ୍ଧରେ ଆପତ୍ତିଜନକ ଟିପ୍ପଣୀ ଦେଇ ଏକ ପୋଷ୍ଟ କରିଛନ୍ତି । ପୋଲିସ ଆଇପି ଆଡ୍ରେସରୁ ଅଭିଯୁକ୍ତର ତଲାସୀ କରୁଛି ।

Show More

Related Articles

Back to top button