ଭକ୍ତି

ବେଦବାଣୀ

ଧର୍ମର କୌଣସି ବାହ୍ୟ ଚିହ୍ନ ନାହିଁ । ଚିତା, ତିଳକ, ବସ୍ତ୍ର, ମନ୍ଦିର, ଗୁରୁଦ୍ୱାର, ମସଜିଦ୍, ଗୀର୍ଜା, ଧର୍ମ ନୁହେଁ । ବରଂ ନୀତି, ଆଦର୍ଶ, ଦୟା, କ୍ଷମା, ପରୋପକାର ଆଦି ଗୁଣକୁ ହିଁ ଧର୍ମ କୁହାଯାଏ । ଏଣୁ ଧର୍ମାନୁସାରେ ଆଚରଣକୁ ହିଁ ଧାର୍ମିକତା କୁହାଯାଏ । ଏହା ପ୍ରକାଶିତ ହେଲେ ଅନ୍ଧକାର ସ୍ୱତଃ ଦୂର ହେବ ଓ ଧାର୍ମିକତା ବୃଦ୍ଧି ହେଲେ ପାପାଚାର ସ୍ୱତଃ ଦୁରେଇଯିବ।ଏଦିଗରେ ବେଦ ମନ୍ତ୍ର କହନ୍ତି-
“ଓମ୍ ଦେବଂ ବହି’ବ’ୟୋଧସଂ ଦେବମିନ୍ଦ୍ରମବଧ’ୟତ” ଅର୍ଥାତ୍ ଆକାଶରେ ସୂର୍ଯ୍ୟଙ୍କ ତେଜ ବଢ଼ିଲା ଭଳି ପବିତ୍ର ଓ ଉତ୍ତମ ଉଦାର ଗୁଣ ଗୁଡିକର ଧାରଣ ହେଉଛି ଧର୍ମର ଚିହ୍ନ ଓ ଏହା ଦ୍ଵାରା ଧାର୍ମିକତା ବୃଦ୍ଧି ହୁଏ ।

(ଯଜୁର୍ବେଦ,୨୮,୩୫)

Show More

Related Articles

Back to top button