Breaking PLUSଦେଶମୁଖ୍ୟ ଖବର

ସୁନା ଦର ହ୍ରାସ

ଆପଣ ସୁନା କିଣିବା ପାଇଁ ଇଚ୍ଛା ରଖିଛନ୍ତି କି? ତେବେ ଆଜି ହିଁ କିଣି ନିଅନ୍ତୁ । କାରଣ ଆଜି ସୁନା ଦରରେ ହ୍ରାସ ହୋଇଛି । କିଛି ସପ୍ତାହ ଧରି ସ୍ଥିର ହ୍ରାସ ଦେଖୁଥିବା ସୁନା, ୨୪ ସେପ୍ଟେମ୍ବର ଅର୍ଥାତ୍‌ ଆଜି ବି ହ୍ରାସ ପାଇଛି । ଡଲାର ଦୁର୍ବଳ ହେତୁ ଆନ୍ତର୍ଜାତୀୟ ବଜାର ସାମାନ୍ୟ ମଜବୁତ ହୋଇଛି ଦର। ଆଜି ଘରୋଇ ବଜାରରେ ଥିବା ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଅକ୍ଟୋବର ଚୁକ୍ତି ସୁନାରେ ୦.୦୬ ପ୍ରତିଶତ ହ୍ରାସ ଘଟିଛି ଏବଂ ସୁନା ୧୦ ଗ୍ରାମ୍‌ ପ୍ରତି ୪୬,୦୩୦ ରହିଛି । ଏହାସହ ରୂପା କିଲୋଗ୍ରାମରେ ୬୦,୬୯୮ ଟଙ୍କା ରହିଛି। କେବେ ଆଜି ସକାଳୁ ସୁନା ଓ ରୂପା ଦର ବଢିଥିବା ବେଳେ ପୁଣି ଥରେ ଦର ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା ।

Show More

Related Articles

Back to top button