ଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଅଢ଼େଇ କୋଟି ଟପିଛି ଟିକାକରଣ

ରାଜ୍ୟରେ କରୋନା ମୁକାବିଲା ପାଇଁ ଟିକାକରଣ ପ୍ରକ୍ରିୟାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହାରି ଭିତରେ ଅଢ଼େଇ କୋଟି ଟପିଛି ଟିକାକରଣ । ବର୍ତ୍ତମାନ ସୁଦ୍ଧା ମୋଟ ୨ କୋଟି ୫୦ ଲକ୍ଷ ୧୧ ହଜାର ୨୩୩ ଟିକାକରଣ ଦିଆ ସରିଛି । ପ୍ରଥମ ଡୋଜ ୧ କୋଟି ୮୮ ଲକ୍ଷ ୨୧ ହଜାର ୭୨ ଜଣ ନେଇଥିବା ବେଳେ ୬୧ ଲକ୍ଷ ୯୦ ହଜାର ୧୬୧ ଜଣ ଉଭୟ ଡୋଜ୍ ନେଇଛନ୍ତି । ରାଜ୍ୟର ୮୦୯ଟି ଟିକାକରଣ କେନ୍ଦ୍ରରେ ଟିକା ଦିଆଯାଉଛି । ୯୯୯ଟି ସରକାରୀ ଓ ୩୧ଟି ଘରୋଇ କେନ୍ଦ୍ରରେ ଟିକା ଦିଆଯାଉଛି ।

Show More

Related Articles

Back to top button