Breaking PLUSଦୁର୍ଘଟଣାଦେଶଦେଶ ବିଦେଶମୁଖ୍ୟ ଖବର

ଅସହାୟ ହୋଇପଡୁଛି ୟୁକ୍ରେନ୍

 ୟୁକ୍ରେନ ଉପରେ ରୁଷ୍ ଘନଘନ ଆକ୍ରମଣ କରିବାରୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଅସହାୟ ଥିବା ପରି ମନେହେଉଛି ।

ୟୁକ୍ରେନ ଉପରେ ରୁଷ୍ ଘନଘନ ଆକ୍ରମଣ କରିବାରୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଅସହାୟ ଥିବା ପରି ମନେହେଉଛି । ତଥାପି, ଋଷର ସେନା ସହ ଦୃଢ ମୁକାବିଲା କରୁଛି ୟୁକ୍ରେନ । କହିଛନ୍ତି ଯେ, ସେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢେଇ କରିବୁ, କେବେବି ହାର ମାନିବିନି । ରାଷ୍ଟ୍ରପତି ଜେଲେନସ୍କିଙ୍କ ଭିଡିଓଗୁଡ଼ିକ କ୍ରମାଗତ ଭାଇରାଲ ହେଉଛି । ଜେଲେନସ୍କି ତାଙ୍କ ପରିବାର ସହ କଥାବାର୍ତ୍ତା ହେଉଥିବା ବେଳେ ସେ ଅସହାୟ ହୋଇପଡୁଥିବା ଜଣାପଡୁଛନ୍ତି । ଜେଲେନସ୍କି କହିଛନ୍ତି ଯେ, ମୁଁ ଋଷର ପ୍ରଥମ ଟାର୍ଗେଟ ତା’ପରେ ମୋ ପରିବାର । ଜେନେସ୍କି ଅନେକ ସଙ୍କଟର ସମ୍ମୁଖୀନ କରୁଛନ୍ତି । ୟୁକ୍ରେନର ପ୍ରଥମ ଲେଡି ଏବଂ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ପତ୍ନୀ ହେଉଛନ୍ତି ଓଲେନା ଭୋଲୋଡିମିରିଭନା ଜେଲେନସ୍କି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ତାଙ୍କ ପତ୍ନୀ ଓଲେନାଙ୍କର ଦୁଇଟି ସନ୍ତାନ ଅଛନ୍ତି । ସେମାନଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛି । ତାଙ୍କ ଝିଅର ନାମ ଆଲେକ୍ସଜାଣ୍ଡାର ଏବଂ ପୁଅର ନାମ କିରିଲୋ ।

Show More

Related Articles

Back to top button