Breaking PLUSଦେଶମୁଖ୍ୟ ଖବର

ଆଜି ରାତିରେ ପିଏମ ମୋଦିଙ୍କ ଉଦବୋଧନ, ରାଇଜିଂ ଭାରତ ଶିଖର ସମ୍ମିଳନୀରେ ନେବେ ଭାଗ

ନୂଆଦିଲ୍ଲୀ, 20 ମାର୍ଚ୍ଚ -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି 8ଟାରେ ନ୍ୟୁଜ 18 ରାଇଜିଂ ଭାରତ ଶିଖର ସମ୍ମିଳନୀରେ ଭାଗ ନେବେ । ବିଜେପି ପକ୍ଷରୁ ଏକ୍ସ ହ୍ୟାଣ୍ଡେଲରେ ଏହି ସୂଚନା ଦିଆଯାଇଛି ।
ନ୍ୟୁଜ 18 ପକ୍ଷରୁ କୁହାଯାଇଛି ଯେ, ଏହାର ସବୁଠୁ ଲୋକପ୍ରିୟ ଲିଡରସିପ୍ କନକ୍ଲେଭର ଚତୁର୍ଥ ସଂସ୍କରଣ ରାଇଜିଂ ଭାରତ ସମ୍ମିଳନୀ 2024 ଜାରି ରହିଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଭାଷଣ ଦେବେ । ସମ୍ମିଳନୀରେ ରାଜନୀତି, କଳା, ଉଦ୍ୟୋଗ ଜଗତ, ମନୋରଂଜନ ଓ ଖେଳ କ୍ଷେତ୍ରର ଅନେକ ପ୍ରମୁଖ ବ୍ୟକ୍ତି ଭାଗ ନେବେ ।

Show More

Related Articles

Back to top button