Breaking PLUSଓଡ଼ିଶାମୁଖ୍ୟ ଖବର

ପଖାଳ ଦିବସର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, 20 ମାର୍ଚ୍ଚ – ଆଜି ହେଉଛି ପଖାଳ ଦିବସ । ଏହି ଅବସରରେ ରାଜ୍ୟବାସୀଙ୍କୁ ପଖାଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆମ ଓଡ଼ିଆଙ୍କ ଜନଜୀବନରେ ଖାଦ୍ୟର ସ୍ଥାନ ସ୍ୱତନ୍ତ୍ର ଓ ପଖାଳ ସେଥିମଧ୍ୟରୁ ଅନ୍ୟତମ । ପ୍ରତ୍ୟେକ ଓଡ଼ିଆଙ୍କ ପ୍ରାଣ ପଖାଳ । ଏହା ଆମର ଅସ୍ମିତା ଓ ଖାଦ୍ୟପେୟର ଅନନ୍ୟ ପ୍ରତୀକ । ‘ପଖାଳ ଦିବସ’ର ଅଭିନନ୍ଦନ ।

Show More

Related Articles

Back to top button