Breaking PLUSଦେଶମୁଖ୍ୟ ଖବର

ଏୟାରଇଣ୍ଡିଆର 25 ବରିଷ୍ଠ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ

ନୂଆଦିଲ୍ଲୀ- ଏୟାରଇଣ୍ଡିଆର 25 ବରିଷ୍ଠ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ । ଅସୁସ୍ଥତା କାରଣ ଦର୍ଶାଇ ସମୂହ ଛୁଟିରେ ରହିଥିବା ଶତାଧିକ କର୍ମଚାରୀଙ୍କ ମଧ୍ୟରୁ ୨୫ କର୍ମଚାରୀଙ୍କୁ ବିଦା କରିଛି ଏୟାର ଇଣ୍ଡିଆ। ଏହି କର୍ମଚାରୀମାନେ ଏକକାଳୀନ ଛୁଟିରେ ରହିବା କାରଣରୁ ଗତ ବୁଧବାର ଏୟାର ଇଣ୍ଡିଆର ୭୦ରୁ ଊର୍ଦ୍ଧ୍ବ ଉଡ଼ାଣ ବାତିଲ ହୋଇଥିବାବେଳେ ଅନେକ ଉଡ଼ାଣ ବିଳମ୍ବିତ ହୋଇଥିଲା।

Show More

Related Articles

Leave a Reply

Your email address will not be published. Required fields are marked *

Back to top button