Breaking PLUSଦେଶମୁଖ୍ୟ ଖବର

ଭୁଟାନରେ ଭାରତର ଧୁମ, ପିଏମ ମୋଦିଙ୍କ ଗସ୍ତର ଆଜି ଅନ୍ତିମ ଦିନ

ଥିମ୍ପୁ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିବସୀୟ ରାଜକୀୟ ଗସ୍ତର ଆଜି ଅନ୍ତିମ ଦିନ । ଭୁଟାନରେ ଚାରିଆଡେ ଭାରତର ଧୁମ ରହିଛି । ଭାରତ-ଭୁଟାନର ମଜବୁତ ସମ୍ପର୍କକୁ ନେଇ ଲୋକେ ଖୁସି ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଆଜି ଥିମ୍ପୁରେ ଗ୍ୟାଲତ୍ସୁଏନ ଜେତ୍ସୁନ ପେମା ମାତୃ ଏବଂ ଶିଶୁ ହସ୍ପିଟାଲର ଉଦଘାଟନ କରିବେ ।ଭାରତ ସରକାରଙ୍କ ସହୟତାରେ ଥିମ୍ପୁରେ ଏହି ହସ୍ପିଟାଲ ନିର୍ମାଣ କରାଯାଇଛି ।

Show More

Related Articles

Back to top button