Breaking PLUSଦେଶମୁଖ୍ୟ ଖବର

ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କୁ ବିଜେପି ପକ୍ଷରୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ- ବିଜେପି ଆଜି ଅମର ସହିଦ ଦିବସ ଅବସରରେ କ୍ରାନ୍ତିକାରୀ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କ ପୁଣ୍ୟ ସ୍ମରଣ କରି ତାଙ୍କୁ ପ୍ରଣାମ କରିଛି ।
ବିଜେପି ପକ୍ଷରୁ ଏକ୍ସ ହ୍ୟାଣ୍ଡେଲରେ କୁହାଯାଇଛି ଯେ, ଭାରତ ମାତା ପାଇଁ ନିଜ ସର୍ବସ୍ୱ ତ୍ୟାଗ କରିଥିବା ଦେଶଭକ୍ତିର ଅଦ୍ୱିତୀୟ ପ୍ରତୀକ ଅମର ସହିଦ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କ ବଳିଦାନ ଦିବସ ଅବସରରେ କୋଟି କୋଟି ପ୍ରଣାମ ।
ଏଠାରେ ସୂଚନାଯୋଗ୍ୟ, 1931, ମାର୍ଚ୍ଚ 23ରେ ତିନି ବାହାଦୂର ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହ, ରାଜଗୁରୁ ଓ ସୁଖଦେବ ଥାପରଙ୍କୁ ବ୍ରିଟିଶମାନେ ଫାଶୀ ଦେଇଥିଲେ ।

Show More

Related Articles

Back to top button