Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ବିଜୁ ବାବୁଙ୍କର ସ୍ମୃତି ଚାରଣ କରିଛନ୍ତି ।

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ବିଜୁ ବାବୁଙ୍କର ସ୍ମୃତି ଚାରଣ କରିଛନ୍ତି । ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଓ କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ସମେତ ବିଭିନ୍ନ ନେତୃବୃନ୍ଦ ମହାନ ଜନନାୟକଙ୍କୁ ସ୍ମରଣ କରିଥିଲେ । ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ସ୍ମୃତି ଚାରଣ କଲେ ପୂର୍ବତନ ବିଧାୟକପଶ୍ଚିମ ଓଡିଶାର ମୁଖଶାଳା ଭାବରେ ପରିଚିତ ବୌଦ୍ଧ ଅଞ୍ଚଳକୁ ସେହି ପ୍ରବାଦ ପୁରୁଷ ଏକ ସ୍ୱତନ୍ତ୍ର ଜିଲ୍ଲା ଭାବରେ ମାନ୍ୟତା ପ୍ରଦାନ ସହିତ ବୌଦ୍ଧ ଜିଲ୍ଲାର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ । ବୌଦ୍ଧ ଠାରୁ ହିଁ ବିଜୁ ବାବୁ ପଶ୍ଚିମ ଓଡିଶାର ପଦଯାତ୍ରାର ଶୁଭାରମ୍ଭ କରିଥିଲେ ।

 

Show More

Related Articles

Back to top button