Breaking PLUSଓଡ଼ିଶାମୁଖ୍ୟ ଖବର

କ୍ୟାପିଟାଲ ହସ୍ପିଟାଲରୁ ଚୋରି ଅଭିଯୋଗ

ଭୁବନେଶ୍ୱର – ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଲାବୋରେଟୋରୀରୁ ପ୍ରାୟ ୬୦ ଲକ୍ଷ ଟଙ୍କାର ଜିନିଷ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଚୋରି ବେଳର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏନେଇ ହସ୍ପିଟାଲ କର୍ତୃପକ୍ଷ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି । ସଫେଇ କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡ ସାମିଲ ଥିବା ଅଭିଯୋଗରେ ଦର୍ଶାଯାଇଛି । ଅନ୍ୟପକ୍ଷରେ ଅଭିଯୁକ୍ତ ଚିହ୍ନଟ ହୋଇଥିବା କମିଶନରେଟ ପୋଲିସ ସୂଚନା ଦେଇଛି ।

Show More

Related Articles

Back to top button