Breaking PLUSଓଡ଼ିଶାମୁଖ୍ୟ ଖବର

୨୦ରୁ ବସ୍ ଧର୍ମଘଟ ଡାକରା

ଭୁବନେଶ୍ୱର- ଆସନ୍ତା ୨୦ ତାରିଖରୁ ପୁଣି ଧର୍ମଘଟ ଡାକରା ଦେଇଛି ଘରୋଇ ବସ୍ ମାଲିକ ସଂଘ । ୨୦ ତାରିଖ ସକାଳ ୬ଟାରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ କରାଯିବ । ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ବସ୍ ଧର୍ମଘଟ ନିଷ୍ପତି ନିଆଯାଇଛି ବୋଲି ଘରୋଇ ବସ୍ ମାଲିକ ସଂଘର କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

Show More

Related Articles

Back to top button